9:59:59.000,9:59:59.000 ଆମେ ବିଶ୍ୱସ୍ତରୀୟ ଉପଶୀର୍ଷକ ଆରମ୍ଭ କଲୁ କାରଣ ଆମେ ବିଶ୍ୱାସ କରୁ ଯେ 9:59:59.000,9:59:59.000 ଯାହା ଆପଣ ଯେକୌଣସି ୱେବ୍ସାଇଟ୍ରେ ପ୍ରୟୋଗ କରିପାରିବେ 9:59:59.000,9:59:59.000 ଅନୁବାଦ ମଧ୍ୟ କରିପାରିବେ । 0:00:00.464,0:00:03.011 ୱେବ୍ରେ ପ୍ରତ୍ୟେକ ଭିଡିଓର ଉପଶୀର୍ଷକ ରହିବା ଉଚିତ । 0:00:03.050,0:00:05.266 ଲକ୍ଷ ଲକ୍ଷ ବଧିର ଦର୍ଶକ ଭିଡିଓ ଦେଖିବା ପାଇଁ ଉପଶୀର୍ଷକ ଆବଶ୍ୟକ କରନ୍ତି । 0:00:07.092,0:00:07.093 ଭିଡିଓନିର୍ମାତା ଓ ୱେବ୍ସାଇଟ୍ମାନେ ଏ କଥା ଧ୍ୟାନରେ ରଖିବା ଉଚିତ । 0:00:11.631,0:00:20.752 ଉପଶୀର୍ଷକ ଅଧିକ ଦର୍ଶକ ଓ ଭଲ ସନ୍ଧାନ କ୍ରମାଙ୍କନ ଦେଇଥାଏ । 0:00:20.844,0:00:26.936 ବିଶ୍ୱସ୍ତରୀୟ ଉପଶୀର୍ଷକ କୌଣସି ଭିଡିଓରେ ଉପଶୀର୍ଷକ ତିଆରି କରିବା ପାଇଁ ସାହାଯ୍ୟ କରେ । 0:00:26.936,0:00:32.440 ୱେବ୍ର କୌଣସି ଭିଡିଓ ବାଛନ୍ତୁ, ୟୁଆର୍ଏଲ୍ ଆମ ୱେବ୍ସାଇଟ୍ରେ ଦିଅନ୍ତୁ 0:00:32.440,0:00:38.298 ଏବଂ ସଂଳାପ ଅନୁଯାୟୀ ଉପଶୀର୍ଷକ ତିଆରି କରନ୍ତୁ । 0:00:38.759,0:00:43.650 ତା ପରେ, ଭିଡିଓ ଅନୁସାରେ ଉପଶୀର୍ଷକ ଦିଅନ୍ତୁ । 0:00:44.216,0:00:49.607 କାମ ଶେଷ - ଆମେ ଆପଣଙ୍କୁ ଭିଡିଓର ଗୋଟେ କୋଡ୍ ଦେବୁ 0:00:49.893,0:00:55.683 ଯେଉଁଠି, ଦର୍ଶକମାନେ ଉପଶୀର୍ଷକ ବ୍ୟବହାର କରିପାରିବେ ଏବଂ 0:00:56.041,0:01:01.546 ଆମେ ୟୁଟ୍ୟୁବ୍, ବ୍ଲିପ୍ ଟିଭି, ୟୁଷ୍ଟ୍ରିମ୍ ଇତ୍ୟାଦିର ଭିଡିଓ ସପୋର୍ଟ୍ କରୁଛୁ । 0:01:01.546,0:01:05.109 ତା ସହିତ ଆମେ ସବୁବେଳେ ନୂଆ ସେବା ଆରମ୍ଭ କରୁଛୁ । 0:01:05.109,0:01:09.050 ବିଶ୍ୱସ୍ତରୀୟ ଉପଶୀର୍ଷକ ଅନେକ ଲୋକପ୍ରିୟ ଭିଡିଓ ଫର୍ମାଟ୍ରେ କାମ କରେ, 0:01:09.050,0:01:14.305 ଯଥା ଏମ୍ପି୪, ଥିଓରା, ୱେବ୍ଏମ୍ ଓ ଏଚ୍ଟିଏମ୍ଏଲ୍୫ । 0:01:14.305,0:01:18.045 ଆମର ଲକ୍ଷ୍ୟ ହେଉଛି ୱେବ୍ର ପ୍ରତ୍ୟେକ ଭିଡିଓ ଉପଶୀର୍ଷକଯୁକ୍ତ ହେବା ଯାହା ଫଳରେ ଆବଶ୍ୟକ କରୁଥିବା ବ୍ୟକ୍ତି ପାଇଁ 0:01:18.060,0:01:23.311 ଭିଡିଓ କିଛି ଅଧିକ ସାହାଯ୍ୟ କରିବ ।